ଶବ ସତ୍କାର ପାଇଁ ବାଜିରେ ଲାଗୁଛି ଜୀବନ । ନଦୀରେ ନାହିଁ ପୋଲ। ତେଣୁ ବେକେ ବେକେ ପାଣିରେ ବୁଡି ବିପଦପୂର୍ଣ୍ଣ ଭାବେ ନଦୀ ପାର କରାଇ ସ୍ମଶାନ ନେଇ ଶବଦାହ କଲେ ଓଡିଶା ଡ୍ରାଇଭର ମହାସଂଘ । ଗଜପତି ମୋହନା ବ୍ଲକ କେରାଖାଲ ଗ୍ରାମର ଏହିଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।
#Gajapati #mohana #viralvideo #Odisha #ArgusNews